ସାଙ୍ଘାତିକ ଷଡଯନ୍ତ୍ର : ଜେଲ୍‌ କର୍ମଚାରୀ ଓ ପୁଲିସ୍‌ଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲା ହାଇଦର୍‌

ପକେଟ୍‌ରେ ରହୁଥିଲା ନୋଟ୍ ବିଡ଼ା, ହାତକଡ଼ିକୁ ଗାମୁଛାରେ ଘୋଡ଼ାଉ ଥିଲା ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ରହଣୀ ବେଳେ ଜେଲ୍ କର୍ମଚାରୀଙ୍କ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଥିଲା ହାଇଦର। ଯେଉଁମାନେ ଯେତେବେଳେ ତା’ ଦାୟିତ୍ବରେ ରହୁଥିଲେ ସେମାନଙ୍କୁ ଖୁଆଇ, ପିଆଇ ଏକପ୍ରକାର ଋଣୀ କରି ଦେଇଥିଲା। ଜେଲ୍‌ କର୍ମଚାରୀମାନେ ହାଇଦର୍‌ର ଏକ ପ୍ରକାର ବୋଲ ମାନି ରହିବା ଭଳି ରହୁଥିଲେ। ସେ ଜେଲ୍ ଭିତରେ ଥାଉ … Continue reading ସାଙ୍ଘାତିକ ଷଡଯନ୍ତ୍ର : ଜେଲ୍‌ କର୍ମଚାରୀ ଓ ପୁଲିସ୍‌ଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲା ହାଇଦର୍‌